30.3 C
Bhubaneswar
Thursday, June 18, 2026
Homeଓଡିଶାଖୋର୍ଦ୍ଧାରେ ୨ ଦିନ ସ୍କୁଲ ଛୁଟି

ଖୋର୍ଦ୍ଧାରେ ୨ ଦିନ ସ୍କୁଲ ଛୁଟି

ଖୋର୍ଦ୍ଧା:  ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲ ସହ ଆଙ୍ଗନବାଡି କେନ୍ଦ୍ର ୨୮ ଓ ୨୯ରେ ଛୁଟି ଘୋଷଣା କରାଯାଇଛି । ଦୁଇ ଦିନ ଛୁଟି ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମୋନ୍ଥା ପାଇଁ ଦକ୍ଷିଣ ଓଡିଶାର ୮ ଜିଲ୍ଲାରେ ଆସନ୍ତାକାଲିଠାରୁ ୩୦ ଯାଏଁ ସ୍କୁଲକୁ ଛୁଟି ଘୋଷଣା କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking