30.1 C
Bhubaneswar
Thursday, February 5, 2026
Homeଓଡିଶାଯାଜପୁର କାଳୀପୂଜା: ଆଲୋକ ମାଳାରେ ଝଲସୁଛି ରାସ୍ତାଘାଟ

ଯାଜପୁର କାଳୀପୂଜା: ଆଲୋକ ମାଳାରେ ଝଲସୁଛି ରାସ୍ତାଘାଟ

ଯାଜପୁର: ଯାଜପୁର ରୋଡ ବା ବ୍ୟାସ ନଗର ସହର ରେ କାଳୀପୂଜା ମାହାଲ ରଙ୍ଗ ବେରଙ୍ଗ ର ବିଦ୍ୟୁତ ଆଲୋକ ତୋରଣ ଦର୍ଶକ ମାନଙ୍କୁ ବିମୋହିତ କରୁଛି ସମଗ୍ର ସହର ଆଲୋକ ମାଳା ଝଳାସୀ ଉଠୁଛି ସେତେ ଯେପରି ଇନ୍ଦ୍ର ଭୁବନ ପରି ଶୋଭାବର୍ଦ୍ଧନ କରିଛି l : ନାଲି ନେଳି ଆଲୋକମାଳାରେ ଝଲସୁଛି ରାସ୍ତାଘାଟ ସୁଉଚ୍ଚ ତୋରଣ ଗୁଡିକ ବିମୋହିତ କରୁଛି। କାଳୀପୂଜା ପାଇଁ ସଜେଇ ହୋଇଛି ଯାଜପୁର ରୋଡ ସହର । ଯାଜପୁର ରୋଡ ରେ ଧୁମଧାମରେ ପାଳନ ହେଉଛି କାଳୀପୂଜା । ଦିନ ଅଫେକ୍ଷା ରାତ୍ର ସମୟ ରେ ଦର୍ଶକ ମାନଙ୍କ ନାହଁ ନ ଥିବା ଭିଡ଼ ପରି ଲିଖିତ ହେଉଛି l ଚଳିତ ବର୍ଷ ସହରରେ 18 ଟି ପୂଜା ମଣ୍ଡପରେ ପୂଜା ପାଇଛନ୍ତି ମାଆ କାଳୀ ପୂଜା l ଆକର୍ଷଣ ପାଲିଟିଛି ବାରୂହlରି ମାଧମ ରେ ଜନ ସଚେତନତାବାର୍ତ୍ତା ଦେଉଛି ଯୁବ ପିଡିମାନଙ୍କୁ lସନ୍ଦ୍ୟା ସମୟ ରେ ଝୁଣା ଧୂପ ର ସୁଗନ୍ଧ ମହାକୁଛି ପୂଜା ମଣ୍ଡପ ଗୁଡିକ ପାଗ ଅନୁକୂଳ ଥିବା ରୁ ପୂଜା ର ମାହୁଲ ଦେଖା ଯାଉଛି l ପୂଜାକୁଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ଷ୍ଟେସନ ବଜାର ମେଢ଼ ମା କାଳୀ ରୂପl ମୁକୁଟ ସହ ସୁନା ରୁପା ରେ ସୁ ସଜିତ ହୋଇଛି ମା ମୃତ୍ତି ର ଗଠନ ସୁଢଳ ସୁନ୍ଦର ହୋଇଛି l ୟାରିଆନ କ୍ଲବ ଚଣ୍ଡୀ କ୍ଲବ ଷ୍ଟିଲ ସିଟି ର ତୋରଣ ବାରୂହାରୀ ଚମତ୍କାର ହୋଇଛି କୋପଣ୍ଡ ଛକ ର ତୋରଣ ଅତି ଆକ୍ରଷଣ ହୋଇଛି ଅନ୍ୟ ପୂଜା ମଣ୍ଡପ ଗୁଡିକ ରେ ସାଜ ସଜା ମା ଙ୍କ ମୃଣ୍ମ୍ମୟ ମୂର୍ତ୍ତି ଗୁଡିକ ଶିଳ୍ପୀ ର ଯାଦୁକର ହସ୍ତ ରେ ଜୀବନ୍ତ ପରି ଦେଖା ଯାଉଛିପୂଜା ଦେଖିବାକୁ ଜିଲ୍ଲା ସମେତ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ସନ୍ଧ୍ୟାରେ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଗାମୀ 30 ତାରିଖ ପର୍ଯ୍ୟନ୍ତ ଚାଲିବ ପୂଜା ଉତ୍ସବ । ସଂଧ୍ୟା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହରକୁ ଭାରି ଯାନ ଏବଂ ୪ ଚକିଆ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।ସମଗ୍ର ସହର ରେ ବ୍ୟାପକ ପୋଲିସ ମୃତୟନ କରା ଯାଇଛି l ଷ୍ଟେସନ ପୂଜା ମଣ୍ଡପ ମଧ୍ୟ୍ୟ ରେ ଏକ ଜୀବନ୍ତ ଗଛ ପକ୍ଷୀ ମାନଙ୍କ ବସା ନିର୍ମାଣ କରା ଯାଇ ପକ୍ଷୀ ମାନଙ୍କ ରକ୍ଷା ସେମାନଙ୍କ ବଂଶ ବୃଦ୍ଧି ପରିବେଶ ର ସଚେତନl ର ବାର୍ତ୍ତା ଦିଅ ଯାଇଛି l ରେ ପ୍ରେତ୍ୟେକ ପୂଜା ମଣ୍ଡପ ରେଦୈନିକ ପ୍ରସାଦ ସେବନ ଚାଲିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking