ଭୁବନେଶ୍ୱର: ନୂଆପଡା ଉପନିର୍ବାଚନକୁ ନେଇ ଜୁଏଲ ଓରାମଙ୍କ ବଡ ବୟାନ । କହିଲେ ମୋହନ ମାଝୀଙ୍କ ନେତୃତ୍ୱରେ ନିର୍ବାଚନ ଲଢିବୁ ଏବଂ ଜିତିବୁ । ଆଦିବାସୀ ଭୋଟ୍ ବିଜେପି ସପକ୍ଷରେ ଯିବ । ଗତ ନିର୍ବାଚନରେ ବିଜେପି ଅଧିକ ଆଦିବାସୀ ଭୋଟ୍ ପାଇଥିଲା । ଦ୍ରୁତ ବିକାଶ ରହିବ ନୂଆପଡାର ମୁଦ୍ଦା । ୨୫ ବର୍ଷର ବିଗିଡା ସ୍ଥିତି ସଜାଡିବାକୁ ସମୟ ଲାଗିବ ।










