21.1 C
Bhubaneswar
Thursday, February 5, 2026
Homeଓଡିଶାଖଣ୍ଡା ବୁଲାଇ ଯୁବକ ଗିରଫ

ଖଣ୍ଡା ବୁଲାଇ ଯୁବକ ଗିରଫ

ଦିଗପହଣ୍ଡି: ଖଣ୍ଡା ବୁଲାଇ ଗିରଫ ହେଲା ଯୁବକ। ଖଣ୍ଡା ବୁଲାଇ ଓ ଧମକପୂର୍ଣ୍ଣ ଡାଇଲଗ କହି ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ଗିରଫ ହେଲେ ଯୁବକ। ସୂଚନା ଅନୁସାରେ, ଗଞ୍ଜାମ ଦିଗପହଣ୍ଡି ଥାନା ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ମହାକୁଡ଼ଙ୍କୁ ପୁଲିସ ଗିରଫ କରିଛି । ସୁଶାନ୍ତ ଏକ ଖଣ୍ଡା ଓ ତିନୋଟି ମୁଣ୍ଡ ଧରି ଦିଗପହଣ୍ଡି ଥାନାକୁ ଆସିବି, ଭିଡିଓ ଭଲ ଲାଗିଲେ କମେଣ୍ଟ କରିବ ବୋଲି ଅଭିନୟ କରି ଅପଲୋଡ କରିଥିଲେ। ଭାଇରାଲ ହେବା ପରେ ତାହା ପୁଲିସ ନଜରକୁ ଆସିଥିଲା l ପୁଲିସ ଗାଁରେ ପହଞ୍ଚି ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking