13.1 C
Bhubaneswar
Sunday, December 7, 2025
Homeଓଡିଶାଦେବାଶିଷ – ସୁବାସ ଆରୋପ ପ୍ରତ୍ୟାରୋପ

ଦେବାଶିଷ – ସୁବାସ ଆରୋପ ପ୍ରତ୍ୟାରୋପ

ଭୁବନେଶ୍ୱର: ନବୀନଙ୍କ ଜୟନ୍ତୀରେ ପଦାରେ ପଡିଲା କଟକ ବିଜେଡି ଗୋଷ୍ଠୀ କନ୍ଦଳ । ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂ ମଧୟରେ ତୁ ତୁ ମେ ମେ । ସିଡିଏ ସ୍ଥିତ ଅନାଥାଶ୍ରମରେ ଜୟନ୍ତୀ ପାଳିଲେ ମେୟର ସୁବାଷ ସିଂ । ଏଠାରେ ଯୋଗ ଦେଲେ କଟକ ଜିଲ୍ଲା ବିଜେଡି ସଭାପତି  ପ୍ରଫୁଲ୍ଲ ସିଂ ଓ ମହିଳା ମୋର୍ଚ୍ଚା । ସିଟି ହସ୍ପିଟାଲରେ ଫଳ ବାଣ୍ଟି ଜନ୍ତୀ ପାଳିଲେ ଦେବାଶିଷ ସାମନ୍ତରାୟ । ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମକୁ ନେଇ ଦେବାଶିଷ କହିଲେ ସେମାନେ ନିମ୍ନସ୍ତର । ମୋତେ କାର୍ଯ୍ୟକ୍ରମକୁ ଡାକିବା ପାଇଁ ସେମାନଙ୍କର ସତସାହସ ନାହିଁ । ମେୟର, ଜିଲ୍ଲା ସଭାପତି କେମିତି ନିମ୍ନସ୍ତରର ବୋଲି ପ୍ରଶ୍ନ କଲେ ସୁବାସ ସିଂ । ଦେବାଶିଷଙ୍କ ସମସ୍ତ ବକ୍ତବ୍ୟ ହାଇକମାଣ୍ଡ ତର୍ଜମା କରୁଛନ୍ତି କହିଛନ୍ତି ସୁବାସ ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking