24.1 C
Bhubaneswar
Thursday, March 12, 2026
Homeଓଡିଶାବଜ୍ରପାତ ସହିତ ଝଡ଼ବର୍ଷା ପାଇଁ ସତର୍କତା ଜାରି

ବଜ୍ରପାତ ସହିତ ଝଡ଼ବର୍ଷା ପାଇଁ ସତର୍କତା ଜାରି

ଭୁବନେଶ୍ୱର: ଆଗାମୀ ତିନି ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସହିତ ଝଡ଼ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଜି ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ ବିଭାଗ କହିଛି ଯେ ୧୫ ଅକ୍ଟୋବର ସକାଳ ୮.୩୦ ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବଜ୍ରପାତ ଏବଂ ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଧିକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking