35.1 C
Bhubaneswar
Monday, April 27, 2026
Homeଓଡିଶାସମର କୋର୍ସ ଆଳରେ ହେଉଥିଲା ଶିଶୁ ଚାଲାଣ !

ସମର କୋର୍ସ ଆଳରେ ହେଉଥିଲା ଶିଶୁ ଚାଲାଣ !

ମାଲକାନଗିରି: ଶିଶୁ ଚାଲାଣର ନୂଆ ଉପାୟ । ସମର କୋର୍ସ ଏବଂ ସୁଟିଂ ଆଳରେ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି ଶିଶୁ । ଦିନକୁ ଦିନ ଶିଶୁ ଚାଲାଣ ବଢିବାରେ ଲାଗିଛି । ସୂଚନା ମୁତାବକ ଆଜି ସାଇ କ୍ରିଷ୍ଣା ବସରେ କିଛି ଶିଶୁ ଚାଲାଣ ହେଉଥିବା ନେଇ ଚାଇଲ୍ଡ ଲାଇନକୁ ଏକ କଲ ଆସିଥିଲା । ଏହାପରେ ଶିଶୁ ବିଭାଗ ଦ୍ୱାରା ସେହି ବସ ଟିକୁ ମା ଲକାନଗିରି ଥାନା ନିକଟରେ ଅଟକାଇ ଯାଞ୍ଚ କରିବା ଦ୍ୱାରା ସେହି ଗାଡିରୁ କିଛି ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ସହ ଆଲୋଚନା କରିବା ପରେ ସେମାନେ ବିଜୟୱାଡା ଯାଉଥିବା କହିଥିଲେ । ତେବେ ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ସେହି ଶିଶୁ ମାନଙ୍କୁ ସିଡବ୍ଲ୍ୟୁସିରେ ପ୍ରଡ୍ୟୁସ କରି ସେମାନଙ୍କୁ ତାଙ୍କ ପରିବାର ବର୍ଗଙ୍କ ନିକଟରେ ହସ୍ତାନ୍ତର କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking