35.1 C
Bhubaneswar
Monday, April 27, 2026
Homeଦେଶ ବିଦେଶରାଜସ୍ଥାନ ବିଧାନସଭାକୁ ବୋମା ଧମକ

ରାଜସ୍ଥାନ ବିଧାନସଭାକୁ ବୋମା ଧମକ

ରାଜସ୍ଥାନ: ରାଜସ୍ଥାନ ବିଧାନସଭାକୁ ପୁଣି ମିଳିଲା ବୋମା ଧମକ । ଇମେଲ ମାଧ୍ୟମରେ ଆସିଛି ଏହି ବୋମା ଧମକ । ସୁରକ୍ଷା ଏଜେନ୍ସି ଓ ତଦନ୍ତକାରୀ ଟିମ ଦ୍ୱାରା ଖାନତଲାସୀ କରାଯାଉଛି । ବିଧାନସଭା କ୍ୟାମ୍ପସରୁ ଲୋକଙ୍କୁ ଖାଲି କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଗତ ଏପ୍ରିଲ ୨୪ ତାରିଖରେ ସମାନ ଧମକ ଆସିଥିଲା । ତେବେ କିଏ ଓ କାହିଁକି ଏହି ଧମକ ପଠାଇଛି ତାହା ଏଯାଏଁ ଜଣା ପଡିନାହିଁ । ପୋଲିସ ଏହାର ତଦନ୍ତ ଜାରି ରଖିଛି । ଦିନ ଦ୍ୱିପ୍ରହରରେ ଆଇନ , ନିୟମକୁ ଫୁ କରି ଏଭଳି ଧମକ ପୂର୍ଣ୍ଣ ଇମେଲ ପଠାଇବା ଏହା ଲୋକମାନଙ୍କ ମନରେ ଭୟର ଆଲୋଡନ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking