24.1 C
Bhubaneswar
Thursday, March 12, 2026
Homeଓଡିଶାବିଜେପି ଘୋଡା ବେପାର କରିଛି: ପ୍ରତାପ

ବିଜେପି ଘୋଡା ବେପାର କରିଛି: ପ୍ରତାପ

ଭୁବନେଶ୍ୱର: ଜୟ ଢୋଲକିଆ ବିଜେପିରେ ମିଶିଲା ପରେ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ବଡ ବୟାନ ଦେଇଛନ୍ତି । କହିଛନ୍ତି,  ନୂଆପଡାବାସୀ ସବୁ କିଛି ଦେଖୁଛନ୍ତି ।  ଠିକ ସମୟରେ ନୂଆପଡାବାସୀ ଜବାବ ଦେବେ ।  ପ୍ରାର୍ଥୀ ନମିଳିବାରୁ ବିଜେପି ଘୋଡା ବେପାର କରିଛି । ଜୟଙ୍କ ପ୍ରଭାବ ନୂଆପଡାରେ  ରହିବ ନାହିଁ । ସୂଚନାଥାଉକି, ଆଜି ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ  ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରି ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking