20.1 C
Bhubaneswar
Sunday, December 7, 2025
Homeଓଡିଶାବିଜେଡିର ଗୁପ୍ତ ବୈଠକ

ବିଜେଡିର ଗୁପ୍ତ ବୈଠକ

ଭୁବନେଶ୍ୱର: ଜୟ ଢୋଲକିଆ ପଦ୍ମ ଧରିବା ଚର୍ଚ୍ଚା ଭିତରେ ବିଜେଡିର ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଛି । ଖରିଆର ରୋଡ୍‌ର ଏକ ହୋଟେଲରେ ବରିଷ୍ଠ ନେତା ଏକାଠି ହୋଇôତବା ନେଇ ସୂଚନା ମିଳିଛି । ବୈଠକରେ ନିଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବୈଠକ ଚାଲିଛି । ମନୋଜ ମିଶ୍ର ଓ ଲମ୍ବୋଦର ନିଆଲ ପ୍ରମୁଖ ମଧ୍ୟ ଉପସ୍ଥିତି ଅଛନ୍ତି । ଅନ୍ୟପଟେ ନୂଆପଡା ଖରିଆର ରୋଡ୍‌ରେ ଜୟ ଢୋଲକିଆଙ୍କ ସମର୍ଥକ ବଡ ରାଲି କରିଛନ୍ତି । କୌଣସି ଦଳର ପତାକା ନ ନେଇ ବଡ ରାଲି ସହ ସଭା କରୁଛନ୍ତି । ଆମେ ଢୋଲକିଆଙ୍କ ପରିବାର ସହ ଅଛୁ କହି ନାରାବାଜି ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking