19.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଫିଲିପାଇନ୍ସରେ ଭୂକମ୍ପ: ସୁନାମୀ ଆଲର୍ଟ

ଫିଲିପାଇନ୍ସରେ ଭୂକମ୍ପ: ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ଭୁକମ୍ପରେ ଥରିଲା ଫିଲିପାଇନ୍ସ । ୭.୪ ତୀବ୍ରତାର ଭୁମିକମ୍ପ ଫିଲିପାଇନ୍ସରେ ଅନୁଭୁତ ହୋଇଛି ।  ଏନେଇ  ସେଠାକାର କର୍ତ୍ତୃପକ୍ଷ  ସୁନାମୀ ପାଇଁ  ସତର୍କ କରାଇଛନ୍ତି ।  ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ  ୭.୪ ତୀବ୍ରତାର ଏକ ଭୁମିକମ୍ପ ଅନୁଭୂତ ହୋଇଛି ।

ୟୁରୋପୀୟ ଭୁ ମଧ୍ୟ ସାଗରୀୟ ଭୁକମ୍ପ ବିଜ୍ଞାନକେନ୍ଦ୍ର  କହିବା ଅନୁଯାୟୀ,  ଭୁମିକମ୍ପର ଗଭୀରତା ୬୨  କିଲୋମିଟର ଥିଲା।  ଏହି ଭୁକମ୍ପରେ କେତେଜଣ ମୃତାହତ ହୋଇଛନ୍ତି , ରିପୋର୍ଟ ଆସିନାହିଁ। ଭୁକମ୍ପ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ  ଉଚ୍ଚ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦିଆଯାଇଛି ଏବଂ ନାଗରିକଙ୍କୁ  ସରକାରୀ ନିର୍ଦ୍ଦେଶ  ପାଳନ କରିବାକୁ ଅନୁରୋଧ  କରାଯାଇଛି ।  ସୂଚନାଥାଉକି, ଏହା ପୂର୍ବରୁ ଫିଲିପାଇନ୍ସରେ ଶକ୍ତିଶାଳୀ ଭୁମିକମ୍ପ ହୋଇଥିଲା ।  ଯାହାର ତୀବ୍ରତା ୬.୯ ଥିଲା । ଯେଉଁଥିରେ ଶହ ଶହ ଲୋକ ଆହତ ହେବା ସହ ୭୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking