14.1 C
Bhubaneswar
Sunday, December 7, 2025
Homeଓଡିଶାଲିଙ୍ଗରାଜ ମନ୍ଦିରରେ ୫ ଜଣିଆ ଏଏସଆଇ ଟିମ

ଲିଙ୍ଗରାଜ ମନ୍ଦିରରେ ୫ ଜଣିଆ ଏଏସଆଇ ଟିମ

ଭୁବନେଶ୍ୱର: ବଜ୍ରାପାତରେ ଲିଙ୍ଗରାଜ ମନ୍ଦିରର ପତାକା ପୋଡିଯାଇଛି ।  ଏହା ସହିତ ସିସିଟିଭି ଜଳି ଯାଇଛି ।  ଗର୍ଭଗୃହ ଭିତରେ ବଲବ ଫାଟି କାଚ ଗୁଣ୍ଡ  ପଡିଛି ।  ଅନେକ ସେବାୟତ ଓ  ଶ୍ରଦ୍ଧାଳୁଙ୍କୁ  ବିଦ୍ୟୁତ ଆଘାତ  ଲାଗିଥିବା ସେମାନେ କହିଛନ୍ତି ।   ଗତକାଲି ବର୍ଷା ଓ ବଜ୍ରପାତ ପ୍ରଭାବରେ ଏଭଳି ଘଟଣା ଘଟିଥିବା ସେବାୟତମାନେ କହିଛନ୍ତି ।  ବଜ୍ରପାତରେ ୪୦ଟି ସିସିଟିଭି  ଫାଟି ଯାଇଥିବା ସୂଚନା ମିଳିଛି । ଏନେଇ ଆଜି ଗୁରୁବାର ସକାଳୁ ଏଏସଆଇର ୫ ଜଣିଆ ଟିମ ମନ୍ଦିର ପରିସରରେ ବୁଲି ମନ୍ଦିର ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ପତାକା ପରିବର୍ତ୍ତନ କରାଯାଇଛି। ଇଲେକ୍ଟ୍ରିସିଆନ ମରାମତି କାମ କରୁଛନ୍ତି । ଏଭଳି ଘଟଣା ସମସ୍ତଙ୍କୁ ଗଭୀର ଭାବେ  ମର୍ମାହତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking