28.1 C
Bhubaneswar
Thursday, February 5, 2026
Homeଓଡିଶାକାଲି ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା

କାଲି ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା

ନୂଆପଡା: ନୂଆପଡା ପାଇଁ କାଲି ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରାଯିବ। ଆଜି ରାତି କିମ୍ବା କାଲି ସୁଦ୍ଧା ପ୍ରାର୍ଥୀ ଘୋଷଣା କହିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ଏନେଇ ସୂଚନା ଦେଇ କହିଲେ ଏଆଇସିସି ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ସୂଚନାଯୋଗ୍ୟ ଯେ ନଭେମ୍ବର ୧୧ରେ  ନୂଆପଡା ଉପନିର୍ବାଚନ ହେବା ନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ନଭେମ୍ବର ୧୪ ତାରିଖରେ ଭୋଟଗଣତି ହେବ । ନୂଆପଡା ପାଇଁ ୧୩ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ଅକ୍ଟୋବରରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ଅକ୍ଟୋବରରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ।୨୪ ତାରିଖ ପ୍ରାର୍ଥୀପ୍ରତ୍ୟାହାରର ଶେଷ ତାରିଖ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking