ନୂଆପଡା: ନୂଆପଡା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ନୂଆପଡାରେ ମୁଖ୍ୟମନ୍ତ୍ରୀ ଆଜି ବଡ ଘୋଷଣା କରିଛନ୍ତି । ନୂଆପଡାବାସୀଙ୍କୁ ବଡ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋମନାକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଖରିଆରରୋଡ୍ ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କଲେ । ଏଥି ସହିତ ସିନାପାଲିକୁ ମଧ୍ୟ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।










