16.1 C
Bhubaneswar
Sunday, December 7, 2025
Homeଓଡିଶାଧରାବତରଣ କରିବେ ଧନଦାତ୍ରୀ

ଧରାବତରଣ କରିବେ ଧନଦାତ୍ରୀ

ଭୁବନେଶ୍ୱର: ଧରାବତରଣ କରିବେ ଦନଦାତ୍ରୀ , ସବୁଠି ଆଧାତ୍ମିକତାର ପରିବେଶ ।  କେନ୍ଦ୍ରାପଡା , ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଆଜି କୁମାରୋତ୍ସବ ଓ ଗଜଲକ୍ଷ୍ମୀ ପୂଜା । ଘଣ୍ଟଘଣ୍ଟା, ଶଙ୍ଖନାଦ ଓ ହୁଳହୁଳିରେ କମ୍ପିବ ପୂଜା ମଣ୍ଡପ । ସନ୍ଧ୍ୟାରେ କଳସ ଯାତ୍ରା ଆରମ୍ଭ ହେବା ପରେ  ମାଙ୍କ ପୂଜା ଆରମ୍ଭ ହେବ । ଢେଙ୍କାନାଳ, କେନ୍ଦ୍ରାପଡା ସମେତ ରାଜଧାନୀର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ମା ଗଜଲକ୍ଷ୍ମୀ ପୂଜା  । ପୂଜା ମଣ୍ଡପମାନଙ୍କରେ ମା ଗହଣାରେ ସଜେଇ ହେବେ । ବିଭିନ୍ନ ପୂଜା କମିଟି ପକ୍ଷରୁ ମା ନିକଟରେ ଖେଚୁଡି , ପଣା, ଖିରୀ, ପୁରୀ ଆଦି ଭୋଗ ଲାଗିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking