21.1 C
Bhubaneswar
Saturday, December 6, 2025
Homeଓଡିଶାଏନଏଚ୍‌ରେ ପ୍ରୋଟେକ୍ସନ୍ ସ୍ଲାବ୍ ପଡି ନାବାଳିକା ମୃତ

ଏନଏଚ୍‌ରେ ପ୍ରୋଟେକ୍ସନ୍ ସ୍ଲାବ୍ ପଡି ନାବାଳିକା ମୃତ

ଭଦ୍ରକ: ଏନଏଚ୍‌ର ନିର୍ମାଣାଧୀନ ଫ୍ଲାଏ ଓଭର ପ୍ରୋଟେକ୍ସନ ସ୍ଲାବ୍ ପଡି ନାବାଳିକାଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି । ଧାମନଗର ଥାନା ଏନଏଚ୍ ୧୬ ବିଷ୍ଣୁପୁର ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଏନଏଚ୍ କାମ ଚାଲିଥିଲା, ସେହି ବାଟ ଦେଇ ନାବାଳିକା ଯିବାବେଳେ ପଡିଗଲା ପ୍ରୋଟେକ୍ସନ ସ୍ଲାବ୍ । ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ ଏନଏଚ୍ ଅବରୋଧ କରିଛନ୍ତି । ଏନଏଚ୍ ଅବରୋଧ ସହ ମରାମତି କାମରେ ନିୟୋଜିତ ଜେସିବି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking