25.1 C
Bhubaneswar
Saturday, December 6, 2025
Homeଓଡିଶାଏସଆଇ ପରୀକ୍ଷା ମହାଘୋଟାଲା: କ୍ରାଇମବ୍ରାଞ୍ଚ ରେଡ୍‌

ଏସଆଇ ପରୀକ୍ଷା ମହାଘୋଟାଲା: କ୍ରାଇମବ୍ରାଞ୍ଚ ରେଡ୍‌

ଭୁବନେଶ୍ୱର: ଏସଆଇ ପରୀକ୍ଷା ମହାଘୋଟାଲା ଘଟଣାରେ ଭୁବନେଶ୍ୱରରେ ଏକ ସେଣ୍ଟରରେ ସିବି ରେଡ୍ ଚାଲିଛି । ରଘୁନାଥପୁରରେ ଏକ ସେଣ୍ଟରରେ କ୍ରାଇମବ୍ରାଞ୍ଚ ଟିମ୍‌ର ଚାଲିଛି ରେଡ୍ । ମୋଷ୍ଟ ୱାଣ୍ଟେଡ୍ ଶଙ୍କର ପୃଷ୍ଟି ଲିଙ୍କରେ କ୍ରାଇମବ୍ରାଞ୍ଚର ରେଡ୍ ଚାଲିଛି । ଶଙ୍କର ପୃଷ୍ଟି ଲିଙ୍କରେ ରେଡ୍ ଚାଲିଛି କହିଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି । ଏନେଇ ସୂଚନା ଦେଇ କହିଛନ୍ତି ଯେ ପରୀକ୍ଷା ସେଣ୍ଟର ଚାଲିଥିବା ଘର ମାଲିକ କିଏ ଅନୁଧ୍ୟାନ ଚାଲିଛି । ଶଙ୍କର ପୃଷ୍ଟି ଏଠାକୁ ଆସି ଫିକ୍ସିଂ କରୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking