17.1 C
Bhubaneswar
Sunday, February 8, 2026
Homeଓଡିଶାଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଜାମିନ

ଚିନ୍ମୟୀ ସାହୁ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଜାମିନ

କଟକ: ବହୁ ଚର୍ଚ୍ଚିତ ସମ୍ବଲପୁର ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ହତ୍ୟାକାଣ୍ଡ  ମାମଲାରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଶେଷ ରାୟ ପ୍ରକାଶ ପାଇଛି। ଏହା ହତ୍ୟାକାଣ୍ଡ ନୁହେଁ ବୋଲି  ହାଇକୋର୍ଟ କହିଛନ୍ତି। ଏହି ଘଟଣାରେ ଗିରଫ ପୁରୁଷ ବନ୍ଧୁ ପ୍ରିତିମାନ ଦେଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ପୁଲିସ ଏହି ଘଟଣାକୁ ନିଜ ଜୀବନ ନେଇଥିବା ଦର୍ଶାଇ କୋର୍ଟରେ ତଥ୍ୟ ରଖିଥିଲେ। ପରବର୍ତୀ ସମୟରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏହା ହତ୍ୟାକାଣ୍ଡ ଦର୍ଶାଇ ପୁନଃ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking