21.1 C
Bhubaneswar
Monday, December 8, 2025
Homeଓଡିଶାସରୋଜ ବେହେରା ବିଏସଇର ନୂଆ ସମ୍ପାଦକ

ସରୋଜ ବେହେରା ବିଏସଇର ନୂଆ ସମ୍ପାଦକ

ଭୁବନେଶ୍ୱର: ବଦଳିଲେ ବିଏସଇ ସମ୍ପାଦକ। ସରୋଜ ବେହେରା ନୂଆ ସମ୍ପାଦକ । ଏସଟି/ ଏସସି ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ୱ ମିଳିଛି ।  ସମ୍ପାଦକ ଦାୟିତ୍ୱରେ ଥିବା  ସୋନିଆ ମିଶ୍ର ହେଲେ ଅବକାରୀ ଅତିରିକ୍ତ କମିଶନର ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking