ଭୁବନେଶ୍ୱର: ଅଯୋଗ୍ୟଙ୍କୁ ଧରିବ ଏଆଇ । ଏଣିକି ଆଉ ସରକାରଙ୍କ ଆଖିରେ ଧୁଳି ଦେଇ ଖସି ଯାଇପାରିବେନି ଠକ ହିତାଧିକାରୀ । ଠକ ମାନଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଆଉ ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ । ଆବାସ କିମ୍ବା ଅନ୍ତ୍ୟୋଦୟ ଘର କରିଥିଲେ ହେବ ଆକ୍ସନ । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।










