36.1 C
Bhubaneswar
Wednesday, April 29, 2026
Homeଓଡିଶାରାଜଧାନୀରୁ ନିଖୋଜ ବାଳକ ଉଦ୍ଧାର

ରାଜଧାନୀରୁ ନିଖୋଜ ବାଳକ ଉଦ୍ଧାର

ଭୁବନେଶ୍ୱର: କ୍ୟାପିଟେଲ ଥାନା ଅଞ୍ଚଳରୁ ନିଖୋଜ ନାବାଳକ ଓମ ମୁଖିଆ ଉଦ୍ଧାର କରାଯାଇଛି । ହସ୍ପିଟାଲ ପାଖ ଏକ ଆଶ୍ରୟସ୍ଥଳରୁ ଉଦ୍ଧାର କଲା ପୋଲିସ । କରାଟେ ସ୍କୁଲକୁ ଆସି ୪ ଦିନ ହେଲା ନିଖୋଜ ହୋଇଥିଲା ନାବାଳକ । ପରିବାର ଓ ପୋଲିସର ନିରନ୍ତର ପ୍ରୟାସ ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥଲେ । ଗଳି କନ୍ଦି ବୁଲି ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲାଏକ ସିସିଟିଭିରେ ପୁଅ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking