18.1 C
Bhubaneswar
Saturday, December 6, 2025
Homeଓଡିଶା୩ ବର୍ଷରେ ହେବ ୪୫ ହଜାର ଶିକ୍ଷକ ନିଯୁକ୍ତି: ମୁଖ୍ୟମନ୍ତ୍ରୀ  

୩ ବର୍ଷରେ ହେବ ୪୫ ହଜାର ଶିକ୍ଷକ ନିଯୁକ୍ତି: ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର: ରାଜ୍ୟସ୍ତରୀୟ  ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ । ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking