32.1 C
Bhubaneswar
Thursday, April 30, 2026
Homeଓଡିଶାବିଭିନ୍ନ ସ୍ଥାନରେ ପାଳନ ହେଲା ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ

ବିଭିନ୍ନ ସ୍ଥାନରେ ପାଳନ ହେଲା ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ

ପିପିଲି: ପିପିଲିର ବିଭିନ୍ନ ସ୍ଥାନରେ ପାଳନ ହେଲା ମହାପୁରୁଷ ମହମ୍ମଦଙ୍କ ୧୫ଶହ ତମ ଜୟନ୍ତୀ । ନୂଆ ବସ୍ତ୍ର ପରିଧାନ କରି ଖୁବ୍ ଉତ୍ସାହ ର ସହିତ ଉତ୍ସବ ପାଳନ କଲେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ।ଏକ ଆକର୍ଷଣୀୟ ରଥ ବିରାଟ ଶୋଭାଯାତ୍ରା ରେ ବହାରି ବିଭିନ୍ନ ମସଜିତ୍ ,ସାଇ ଓ ୱାର୍ଡ ରୁ ଆରମ୍ଭ ହୋଇଥିଲା ଶୋଭାଯାତ୍ରା। ସାମିଲ୍ ହୋଇଥିଲେ ହଜାର ହଜାର ମୁସଲମାନ ସମ୍ପ୍ରଦାୟର ଆବାଳ ଠାରୁ ବୃଦ୍ଧ ବନିତା ।ସେହିପରି ପିପିଲି ତେଇଶିପୁର ପଞ୍ଚାଯତର ନୂଆଗୋଡ଼ି ଠାରେ ପାଳନ ହୋଇଥିବା ମହମ୍ମଦ ଙ୍କ ଜୟନ୍ତୀରେ ସାମିଲ୍ ହୋଇ ଭାଇଚାରାର ସମ୍ପର୍କ ନେଇ ସମସ୍ତଙ୍କ ଶୁଭ ମନାସିଛନ୍ତି ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking