27.8 C
Bhubaneswar
Monday, June 22, 2026
Homeଓଡିଶାଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ: ମୁଖ୍ୟମନ୍ତ୍ରୀ

ଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଗୋଟିଏ ବୋର୍ଡରେ ଚାଲିବ । ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ଶିକ୍ଷା ପରିଷଦ ମିଶି ଗୋଟିଏ ବୋର୍ଡ ହେବ । ଛାତ୍ର ଓ ଶିକ୍ଷକଙ୍କ ଯାହା ସମସ୍ୟା ଥିବ ତାକୁ ସମାଧାନ କରିବ ଏହି ବୋର୍ଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking