18.1 C
Bhubaneswar
Saturday, December 6, 2025
Homeଓଡିଶାହୀରାକୁଦର ୨ଟି ଗେଟ ଖୋଲିଲା

ହୀରାକୁଦର ୨ଟି ଗେଟ ଖୋଲିଲା

ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ । ବାମ ଡାହାଣ ପାଶ୍ୱର୍ରେ ଗୋଟିଏ ଲେଖାଏ ଗେଟ ଖୋଲା ହେଲା । ବର୍ତ୍ତମାନ ହୀରାକୁଦ  ଜଳସ୍ତର  ୬୨୬.୩୭ ଫୁଟ ରହିଛି । ଲଘୁଚାପ ଜନିତ  ବର୍ଷାକୁ ନେଇ ଜଳସଂପଦ ସର୍ୱୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସୁବଣ୍ଣରେଖାରେ ୨୦.୯୭, ବୁଢାବଳଙ୍ଗରେ ୪୩.୦୭ ମିମି ବର୍ଷା ହୋଇଛି । ବୈତରଣୀରେ ୩୦.୬୫ ମିମି ବର୍ଷା ହୋଇଛି ।  ବୈତରଣୀ, ବୁଢାବଳଙ୍ଗ ଓ ସୁବଣ୍ଣରେଖାରେ ଜଳସ୍ତର  ବଢିବ । ସତର୍କ ସଙ୍କେତ ଉପରକୁ ଯିବ , ଆଜି ବର୍ଷା ନହେଲେ ବିପଦ ସଂକେତ  ଟପିବନି । ହୀରାକୁଦରେ ୬୨୬.୩୧ ଫୁଟ, ରେଙ୍ଗାଳିରେ ୧୨୨.୭୩ ମିଟର ଜଳ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking