ରାୟଗଡ଼ା: ପୋଲିସ ଭୟ ଦେଖାଇ ଲୁଟିଲେ ୩ ହୋମଗାର୍ଡ। ଟଙ୍କା ଓ ସୁନା ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ । ୩ ହୋମଗାର୍ଡଙ୍କ ସମେତ ୭ ଜଣଙ୍କୁ ଗିରଫ କଲା ରାୟଗଡ଼ା ଟାଉନ୍ ପୋଲିସ । ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍ ଲୁଟି ଥିଲେ । ପୋଲିସ ଭୟ ଦେଖାଇ ଲୁଟିଥିବା ନେଇ ଥାନାରେ ଏତଲା ପରେ ଗିରଫ କଲା ପୋଲିସ ।










