27.4 C
Bhubaneswar
Thursday, May 14, 2026
Homeଓଡିଶାଭିତରକନିକାରେ ପକ୍ଷୀ ଗଣନା

ଭିତରକନିକାରେ ପକ୍ଷୀ ଗଣନା

କେନ୍ଦ୍ରାପଡା: ଭିତରକନିକାରେ  ଦେଶୀୟ ପକ୍ଷୀ ଗଣନା । ପକ୍ଷୀ ଗଣନା ଆଜିଠୁ ତିନିଦିନ ଧରି ଚାଲିବ । ପକ୍ଷୀ ଗଣନା ପାଇଁ ଗଠନ ହୋଇଛି ୩ଟି ଟିମ । କନିକା ରେଞ୍ଜର ମଠଆଡିଆରେ  ପକ୍ଷୀ ଗଣନା  ହେବ । ଲକ୍ଷ୍‌ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲିଡିଆରେ ପକ୍ଷୀ ଗଣନା ହେବ । ଏନେଇ  ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking