21.1 C
Bhubaneswar
Friday, February 6, 2026
Homeଓଡିଶାପିଉସା ଘରକୁ ଆସି ଶିଶୁ ନିଖୋଜ

ପିଉସା ଘରକୁ ଆସି ଶିଶୁ ନିଖୋଜ

ଜଳେଶ୍ୱର: ବସ୍ତା ଥାନା ଦୁନ୍ଦୁ ଗାଁରେ ୨ ବର୍ଷର ଶିଶୁ କନ୍ୟା ନିଖୋଜ ଥିବା ନେଇ ସୂଚନା ମିଳିଛି । ଗଣେଶ ପୂଜାରେ ପିଉସା ଘରକୁ ବୁଲି ଆସିଥିବା ବେଳେ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ଘର ପ୍ଧକ୍ଷ ପଳଫଲା ନଦାରେ ବୁଡି ଯାଇ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି । ବସ୍ତା ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଖୋଜାଖୋଜି ଜାରି ରଖିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking