19.1 C
Bhubaneswar
Monday, December 8, 2025
Homeଓଡିଶାସମୂଦ୍ରରେ ଭାସି ପର୍ଯ୍ୟଟକ ନିଖୋଜ

ସମୂଦ୍ରରେ ଭାସି ପର୍ଯ୍ୟଟକ ନିଖୋଜ

ପୁରୀ: ପୁରୀ ସମୂଦ୍ରରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର । ସମୂଦ୍ରରେ ଭାସି ଜଣେ ପର୍ଯ୍ୟଟକ ନିଖୋଜ ଥିବା ନେଇ ସୂଚନା ମିଳିଛି । ସେକ୍ଟର -୯ ସମୂଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ପର୍ଯ୍ୟଟକ । ନିଖୋଜ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ହାଇଦ୍ରାବାଦରୁ ପୁରୀ ବୁଲି ଆସିଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking