19.1 C
Bhubaneswar
Tuesday, February 3, 2026
Homeଓଡିଶାଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ

ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ । ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ପରେଡ ପ୍ରଦର୍ଶନରେ ଭାଗ ନେଲେ ମୁଖ୍ୟମନ୍ତ୍ରୀ । ପ୍ରଶିକ୍ଷିତ ହୋଇଛନ୍ତି ୯୧୧ ଅଗ୍ନିଯୋଦ୍ଧା । ବାତ୍ୟା ବନ୍ୟା ଭଳି ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରଶିକ୍ଷିତ ହେଲେ ଅଗ୍ନିଯୋଦ୍ଧା । ଗତ ନଭେମ୍ବରରେ ଏହି ଯୋଦ୍ଧାମାନଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking