21.1 C
Bhubaneswar
Monday, December 8, 2025
Homeଓଡିଶା୩୧ରେ ୯ ନୂଆ ଏନଏସି ଘୋଷଣା: କୃଷ୍ଣଚନ୍ଦ୍ର

୩୧ରେ ୯ ନୂଆ ଏନଏସି ଘୋଷଣା: କୃଷ୍ଣଚନ୍ଦ୍ର

ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ ଏନଏସି । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କହିଲେ ଗତ ୧୭ ତାରିଖରେ ୧୨ଟି ଏନଏସି ଘୋଷଣା ହୋଇଥିଲା । ଅନ୍ୟ ଯେଉଁ ଜିଲ୍ଲାରେ ଏନଏସି ପାଇଁ ଦାବି ହେଉଛି, ସରକାର ବିଚାର କରୁଛନ୍ତି । ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ନୋଟିସ୍ କରି ସିଏମଓକୁ ପଠାଇବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମୋଦନ କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking