27.1 C
Bhubaneswar
Tuesday, May 12, 2026
Homeଓଡିଶାନଭେମ୍ବରରୁ ଆରମ୍ଭ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା: ମନ୍ତ୍ରୀ

ନଭେମ୍ବରରୁ ଆରମ୍ଭ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା: ମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବରରୁ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ।  ପଯ୍ୟାୟକ୍ରମେ ଦିଆଯିବ ଆବାସ ଘର । ଏନେଇ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଚନ୍ତି । ଭାଗ ହୋଇଥିବା ହିତାଧିକାରୀଙ୍କୁ ଘର ମିଳିବ । ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ  ଘର ଦେବେ ସରକାର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking