25.1 C
Bhubaneswar
Saturday, March 21, 2026
Homeଓଡିଶାପ୍ରତାପ ଜେନାଙ୍କ ପୁଅ ନାଁରେ ଏତଲା

ପ୍ରତାପ ଜେନାଙ୍କ ପୁଅ ନାଁରେ ଏତଲା

କେନ୍ଦ୍ରାପଡ଼ା: ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ନାଁରେ ଠକେଇ ଅଭିଯୋଗ ହୋଇଛି। ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଟାଉନ୍‌‌ ଥାନାରେ ଅଙ୍କିତ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। କଟକର ଜଣେ ବ୍ୟବବାୟୀଙ୍କୁ ବକେୟା ୪୮ ଲକ୍ଷ ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି। ପାଲଟା ଅଭିଯୋଗ କଲା ଅଙ୍କିତଙ୍କ କମ୍ପାନୀ ଏମ୍ଫୋରିଆ ୱାର୍କସ୍ ପ୍ରାଇଭେଟ୍‌‌ ଲିମିଟେଡ୍। ଏସ୍‌‌ଏସ୍‌‌ବି ଇଲେକ୍ଟ୍ରିକାଲ୍‌ସ୍ ମାଲିକ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ୱାଇଁଙ୍କ ନାଁରେ ଏତଲା। କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ କ୍ଷତି ଘଟିଛି ବୋଲି ମ୍ୟାନେଜରଙ୍କ ଅଭିଯୋଗ। ଟଙ୍କା ଠକେଇର ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଅଙ୍କିତ ପ୍ରତାପ ଜେନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking