19.1 C
Bhubaneswar
Monday, December 8, 2025
Homeଓଡିଶାନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ

ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ୨୮ ତାରିଖରେ ଦିନ ୧୦ଟା ୩୩ରୁ ୧୦ଟା ୫୫ ସମୟରେ ମାଆ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ । ଏଥିପାଇଁ ଆଜି ସମ୍ବଲପୁରର ବସିଥିବା ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି ।ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାରେ ଲୋକମାନେ ନିଜ ନିଜର ଇଷ୍ଟ ଦେବୀଙ୍କ ନିକଟରେ ନବାନ୍ନ ଲାଗି କରିବେ । ନୂଆଁ ସରିଆ ଧାନରୁ ପ୍ରସ୍ତୁତ ଚୁଡା, ପିଠା, କ୍ଷୀରି ଓ ସାରୁପତ୍ର ଭଜା ଭୋଗ ଲାଗି କରାଯିବ । ଏହାପରେ ଜୁହାର ଭେଟ ଓ ସାସ୍କୃତିକ କାର୍ଯ୍ୟକ୍ରମ ନୂଆଁଖାଇ ଭେଟଘାଟ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking