33.7 C
Bhubaneswar
Monday, May 25, 2026
Homeଦେଶ ବିଦେଶବନ୍ଦ ଘରୁ ୫ ଜଣଙ୍କ ମୃତଦେହ ଉଦ୍ଧାର

ବନ୍ଦ ଘରୁ ୫ ଜଣଙ୍କ ମୃତଦେହ ଉଦ୍ଧାର

ଉତ୍ତରପ୍ରଦେଶ : ବନ୍ଦ ଘରୁ ୫ ଜଣଙ୍କ ମୃତଦେହ ଉଦ୍ଧାର। ମାଆ ସମେତ ୪ ପିଲାଙ୍କ ମୃତଦେହ ମିଳିଛି। ଉତ୍ତର ପ୍ରଦେଶର ଆମ୍ବେଦକର ନଗର ଜିଲ୍ଲାର ମିରାନପୁର ଅଞ୍ଚଳର ଏକ ବନ୍ଦ ଘରୁ ଶନିବାର ରାତିରେ ମୃତଦେହ ଉଦ୍ଧାର ହୋଇଛି। ସକାଳୁ ଘର ବନ୍ଦ ଥିବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି। ତେବେ ମୃତ୍ୟୁ କିଭଳି ହୋଇଛି ଜଣାପଡିନଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking