26.1 C
Bhubaneswar
Sunday, May 3, 2026
Homeଓଡିଶାବୀଭତ୍ସ ହତ୍ୟା: ଗଣ୍ଡିରୁ ମୁଣ୍ଡ ଅଲଗା

ବୀଭତ୍ସ ହତ୍ୟା: ଗଣ୍ଡିରୁ ମୁଣ୍ଡ ଅଲଗା

କଳାହାଣ୍ଡି : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟିକିଏ କଥା କଟାକଟିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ତଲଜାରିଙ୍ଗ ଗ୍ରାମର ରଥ କନ୍ଦପାନ ଚେରମହୁଲ ଗ୍ରାମକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ରତ୍ନା ମାଝୀ ଟାଙ୍ଗିଆରେ ତାଙ୍କୁ ହାଣି ହତ୍ୟା କରିଛନ୍ତି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking