13.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆରଏସଏସକୁ ପ୍ରଶଂସା କଲେ ପ୍ରଧାମନ୍ତ୍ରୀ ମୋଦି

ଆରଏସଏସକୁ ପ୍ରଶଂସା କଲେ ପ୍ରଧାମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆରଏସଏସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆରଏସଏସର ୧୦୦ ବର୍ଷର ଯାତ୍ରାକୁ ପ୍ରଶଂସା କଲେ ।  ଦେଶ ଗଠନରେ ସମସ୍ତଙ୍କ ଅବଦାନ ଥାଏ ।  ବ୍ୟକ୍ତି ବିଶେଷଙ୍କ ସହ ସଂସ୍ଥାମାନଙ୍କର ବି ଯୋଗଦାନ ଥାଏ । ଶହେ ବର୍ଷ ତଳେ ଆରଏସଏସର ଜନ୍ମ ହେଲା ।  ରଷ୍ଟ୍ର ନିର୍ମାଣକୁ ନେଇ ଆରଏସଏସ ଶହେ ବର୍ଷର ଯାତ୍ରା ସ୍ୱଣ୍ଣିମ ଅଧ୍ୟାୟ ।  ମାତୃଭୂମିର ସେବା ପାଇଁ ଲକ୍ଷାଧିକ ସ୍ୱୟଂ ସେବକ ନିଜକୁ ଉତ୍ସର୍ଗ କରିଛନ୍ତି ।  ସେବା , ସମର୍ପଣ , ସଂଗଠନ, ଅନୁଶାସନ ଆରଏସଏସର ପରିଚୟ ।  ଆରଏସଏସର ୧୦୦ ବର୍ଷର ସମର୍ପିତ ଯାତ୍ରାକୁ ନେଇ ଦେଶ ଗର୍ୱ କରୁଛି ।  ଆଗକୁ ବଢିବା ପାଇଁ ଏହା ନିଶ୍‌ଚୟ ପ୍ରେରଣା ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking