27.1 C
Bhubaneswar
Saturday, December 6, 2025
Homeଓଡିଶାଗୋଟିଏ ଦିନରେ କେତେ କପ ଚା ପିଇବା ଉଚିତ ଜାଣନ୍ତୁ..

ଗୋଟିଏ ଦିନରେ କେତେ କପ ଚା ପିଇବା ଉଚିତ ଜାଣନ୍ତୁ..

ଭୁବନେଶ୍ୱର: ଚା ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି ।  ଚା ଭାରତୀୟମାନଙ୍କର ଏକ ଅଭ୍ୟାସ । ଅନେକ ଲୋକ ଚା କପ ନ ପିଇଲେ ନିଦରୁ ଉଠନ୍ତି ନାହିଁ  । ଚା ପଇଇବାର ବିଭିନ୍ନ ଉପାୟ ରହିଛି , କେହି କ୍ଷୀର ସହିତ ପିଅନ୍ତି ତ ଆଉ କେହି ଗ୍ରୀନ ଟି । ସୁସ୍ଥ ଲୋକମାନେ ଦୁଇ କିମ୍ବା ତିନି କପରୁ ଅଧିକ ଚା ପିଇବା ଉଚିତ ନୁହେଁ । କିଛି ଲୋକ ଅତ୍ୟଧିକ ଚା ସେବନ କରନ୍ତି , ଯାହା ଶରୀର ପାଇଁ ହାନିକାରକ । ଅତ୍ୟଧିକ ଚା ପିଇବା ଦ୍ୱାରା  ଚିନ୍ତା ବଢିପାରେ , ନିଦ୍ରାରେ ବ୍ୟାଘାତ ସୃଷ୍ଟି କରାଏ ।  ପେଟ ଖରାପ ହୋଇପାରେ । ଚାରେ ଥିବା କ୍ୟାଫିନ ଏସିଡିଟି  ଏବଂ ଗ୍ୟାସ ସମସ୍ୟା ଭଳି ରୋଗର କାରଣ ମଧ୍ୟ ହୋଇପାରେ । ସେଥିପାଇଁ ନିୟମିତ ଭାବେ ଅଳ୍ପ ପରିମାଣରେ ଚା ପିଇବା ଉଚିତ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking