14.1 C
Bhubaneswar
Saturday, December 6, 2025
Homeଓଡିଶାଓଟିଇଟି ମାମଲା: ଅଭିଯୁକ୍ତ ଖୋଲିଲେ ଗୁମର

ଓଟିଇଟି ମାମଲା: ଅଭିଯୁକ୍ତ ଖୋଲିଲେ ଗୁମର

ଭୁବନେଶ୍ୱର: ଓଟିଇଟି  ପ୍ରଶ୍ନପତ୍ର ଲିକ ମାମଲାରେ ବଡ ଖୁଲାସା ହୋଇଛି । ଗୁମର ଖୋଲିଲେ  ଅଭିଯୁକ୍ତ  ଜିତନ ମହାରଣା ।  ଡ୍ରାଇଭରଙ୍କ ଜରିଆରେ  କଟକରୁ ନୟାଗଡ ପଠାଯାଇଥିଲା ପ୍ରଶ୍ନପତ୍ର  । ଡ୍ରାଇଭରକୁ  ୧୫୦୦ ଟଙ୍କାରେ ନିୟୋଜିତ କରାଯାଇଥିଲା । ପେନଡ୍ରାଇଭ ଓ ହାର୍ଡକପି  ନୟାଗଡ  ପଠାଇଥିଲେ  ଅଭିଯୁକ୍ତ ଜିତନ । ବିଜୟ ମିଶ୍ର ପେନଡ୍ରାଇଭ ଓ ହାର୍ଡକପି ସଂଗ୍ରହ  କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking