ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ୩ଟି ଗୁରୁତ୍ୱପୂଣ୍ଣ ବିଲ । ନ୍ୟାସନାଲ ଆଣ୍ଟି ଡୋପିଂ (ସଂଶୋଧନ) ବିଲ – ୨୦୨୫ ପାରିତ ହୋଇଛି । ଜାତୀୟ କ୍ରୀଡା ପରିଚାଳନା ବିଲ- ୨୦୨୫ ରାଜ୍ୟସଭାରେ ପାରିତ ହୋଇଛି । ଖଣି ଓ ଖଣିଜ ଦ୍ରବ୍ୟ ( ଉନ୍ନୟନ ଓ ନିୟନ୍ତ୍ରଣ) ସଂଶୋଧନ ବିଲ ମଧ୍ୟ ପାରିତ ହୋଇଛି । ଅଗଷ୍ଟ ୧୮ ଯାଏଁ ସଂସଦ ମୁଲତବି ।










