14.1 C
Bhubaneswar
Saturday, December 6, 2025
Homeଓଡିଶାବିଦ୍ୟୁତ ଖୁଣ୍ଟ ପଡି ସ୍କୁଲରେ ଛାତ୍ର ମୃତ

ବିଦ୍ୟୁତ ଖୁଣ୍ଟ ପଡି ସ୍କୁଲରେ ଛାତ୍ର ମୃତ

ସମ୍ବଲପୁର: ସମ୍ବଲପୁରରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ବିଦ୍ୟୁତ ଖୁଣ୍ଟ ପଡି ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ବୁଢାରାଜା ସରକାରୀ ୟୁପି ସ୍କୁଲ ପରିସରରେ ଘଟିଛି ଏହି ବଡ ଅଘଟଣ । ସ୍କୁଲ ନିକଟ ଟ୍ରେନ୍ ଲାଇନ୍ ସଂପ୍ରସାରଣ ବେଳେ ପଡିଲା ବିଦ୍ୟୁତ ଖୁଣ୍ଟ । ଯାହା ବଡ ଅଘଟଣର କାରଣ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖୋଲିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking