27.1 C
Bhubaneswar
Monday, August 31, 2026
Homeଓଡିଶାରକ୍ଷା ବନ୍ଧନ ଅବସରରେ ରାଷ୍ଟ୍ରପତି ଭବନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ୬ ଜଣଙ୍କ ଯୋଗଦାନ

ରକ୍ଷା ବନ୍ଧନ ଅବସରରେ ରାଷ୍ଟ୍ରପତି ଭବନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ୬ ଜଣଙ୍କ ଯୋଗଦାନ

ନୁଆଦିଲ୍ଲୀ: ପବିତ୍ର ରକ୍ଷାବନ୍ଧନ ଅବସରରେ ଓଡ଼ିଶାର ୪ ଜଣ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଶିକ୍ଷୟିତ୍ରୀ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ‘ରକ୍ଷାବନ୍ଧନ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିନିଧି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬ର ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତୋଷୀ ମଣ୍ଡଳ ଓ ସପ୍ତମ ଶ୍ରେଣୀ ଛାତ୍ରୀ ସୁଭାସାଇ ରଞ୍ଜିତା ପଟ୍ଟନାୟକ, ପିଏମ୍ ଶ୍ରୀ ସରକାରୀ ହାଇସ୍କୁଲ, ଆଇଆରସି ଭିଲେଜ୍‌ର ଦଶମ ଶ୍ରେଣୀ ଛାତ୍ର ବିଭୁ ପ୍ରସାଦ ସାହୁ ଏବଂ ରାଜଭବନ ସରକାରୀ ୟୁପି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ରୋନକ ତ୍ରିପାଠୀ ଯୋଗଦେଇଥିଲେ ।ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୬ର ପ୍ରଧାନଶିକ୍ଷୟିତ୍ରୀ ରୁପାଲି ସେନାପତି ଏବଂ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍‌ର ସହକାରୀ ଶିକ୍ଷକ ତୋଫାନ କୁମାର ରାଉତରାୟ ମଧ୍ୟ ଏହି ଅବସରରେ ଓଡ଼ିଶାରେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking