27.1 C
Bhubaneswar
Saturday, December 6, 2025
Homeଓଡିଶାଦାୟିତ୍ୱ ନେଲେ ଶିଶୁ ସୁରକ୍ଷା ଆୟୋଗ ବିଭାଗ

ଦାୟିତ୍ୱ ନେଲେ ଶିଶୁ ସୁରକ୍ଷା ଆୟୋଗ ବିଭାଗ

ଭୁବନେଶ୍ୱର: ଦାୟିତ୍ୱ ନେଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ଶିଶୁ ମାନଙ୍କର  ବିକାଶ ପାଇଁ  କାଯ୍ୟ କରିବି ବୋଲି କହିଲେ । ବିଗତ କେସଗୁଡିକୁ ଅନୁଧ୍ୟାନ କରିବି, ରୋଡମ୍ୟାପ ପ୍ରସ୍ତୁତ କରିବି । ଶିଶୁ ଦେଶର ଭବିଷ୍ୟତ । ସେମାନଙ୍କର ସୁରକ୍ଷା ଜରୁରୀ । ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି କାଯ୍ୟ କରିବି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking