ଭୁବନେଶ୍ୱର: ସ୍କୁଲରେ ପିଲାଙ୍କୁ ମିଳିବ ଫଳ । ଅଣ୍ଡା ନଖାଉଥିବା ପିଲା ଖାଇବେ ଫଳ । ପିଏମ୍ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନଥିଲେ ଦିଆଯିବ ଫଳ । ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ମିଳିବ । ମଧ୍ୟାହ୍ନ ଭୋଜନ ସହ ଫଳ ମିଳିବ । ଡିଇଓଙ୍କୁ ଟିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ ଅଫିସର । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧୀକାରୀଙ୍କୁ ଚିଠି କରାଯାଇଛି ।









