17.1 C
Bhubaneswar
Tuesday, December 9, 2025
Homeଓଡିଶାପିଏମ କିଷାନରେ ୬ ଲକ୍ଷ ନୂଆ ଚାଷୀ: ମୁଖ୍ୟମନ୍ତ୍ରୀ

ପିଏମ କିଷାନରେ ୬ ଲକ୍ଷ ନୂଆ ଚାଷୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ପିଏମ  କିଷାନ ଟଙ୍କା ବିତରଣ କାଯ୍ୟକ୍ରମରେ  ସିଏମ ସମ୍ବୋଧନ କରିଛନ୍ତି । କହିଛନ୍ତି,  ପିଏମ କିଷାନରେ ୬ ଲକ୍ଷ ନୂଆ ଚାଷୀଙ୍କୁ ଯୋଡିଲେଣି ନୂଆ ସରକାର ।  ଆଗକୁ ମଧ୍ୟ ବାଦ ପଡିଥିବା ସହରୀ ଓ ଗ୍ରାମାଞ୍ଚଳ ଚାଷୀଙ୍କୁ ଯୋଡାଯିବ । ପୂର୍ୱ ସରକାର ଚାଷୀଙ୍କୁ ଶହେ ଟଙ୍କା ବୋନଓ ଦେଇ ପାରିଲେନି ।  ଆମ ସରକାର ଆସିବା ପରେ ୮୦୦ ଟଙ୍କାର ଇନପୁଟ ସବସିଡି ଦିଆଯାଉଛି । କେବଳ ଧାନ ଚାଷୀରେ ସୀମିତ  ନରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ପନିପରିବା, ଅର୍ଥକାରୀ ଫସଲ, ତୈଳବୀଜ , ଫଳଚାଷ ଆୟ ବଢାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking