19.1 C
Bhubaneswar
Monday, December 8, 2025
Homeଓଡିଶାଏ ସରକାର ସମୟରେ ସବୁଠାରୁ ବେଶୀ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ପ୍ରୀତିରଞ୍ଜନ

ଏ ସରକାର ସମୟରେ ସବୁଠାରୁ ବେଶୀ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ପ୍ରୀତିରଞ୍ଜନ

ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଟାର୍ଗେଟ ପରେ ମୁହଁ ଖୋଲିଲେ ପ୍ରୀତିରଞ୍ଜନ ଘଡାଇ ।  ନୂଆ କ୍ଷମତାକୁ ଆସିଛନ୍ତି, ନିଜ ଦାୟିତ୍ୱ ନିର୍ବାହ କରନ୍ତୁ ।  ମୋ ବିରୋଧରେ ଯେଉଁ ଅଭିଯୋଗ ହୋଇଛି, ବିଚାର ଲୋକ କରିବେ । ଏ ସରକାର ସମୟରେ ସବୁଠାରୁ ବେଶୀ ଆଇନଶୃଙ୍ଖଳା ବିପଯ୍ୟସ୍ତ  କହିଛନ୍ତି ପ୍ରିତୀରଞ୍ଜନ । ସୂଚନା ଥାଉକି,  ବିଜେଡି ନେତା  ପ୍ରିତୀରଞ୍ଜନ ଘଡେଇଙ୍କୁ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ  ଟାର୍ଗେଟ କରିଛନ୍ତି ।  ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ  କରୁଛନ୍ତି  କହିଲେ ପ୍ରଦୀପ ।  ଦେଶରେ ସମ୍ବିଧାନ ଅଛି ବୋଲି ତାଙ୍କର ଧାରଣା ନାହିଁ ।  ବହୁ ବର୍ଷ କ୍ଷମତାରେ ରହିଲେ , ତେଣୁ ଆଇନ କାନୁନକୁ ଖାତିର ନାହିଁ । ଏସପି ଓ ଅତିରିକ୍ତ ଙ୍କ ଅଫିସରେ ଧମକାଇବା ଭାଇରାଲ ହୋଇଛି । ଆଲୋଚନାରେ ସବୁ ସମାଧାନ ହୁଏ , କିନ୍ତୁ ସେ ଲୋକଙ୍କୁ ଉତ୍ତଜିତ କରୁଛନ୍ତି । ଯଦି ସେ ଲୋକେ  ନିଆଁ ଲଗାଇ ଦେଇଥାନ୍ତେ କେତେ କ୍ଷତି ହୋଇଥାନ୍ତା ପଚାରିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking