17.1 C
Bhubaneswar
Tuesday, December 9, 2025
Homeଓଡିଶାଏଫଏମ କଲେଜ ଛାତ୍ରୀଙ୍କ ଏକାଦଶାହ: କଂଗ୍ରେସର ଶ୍ରଦ୍ଧାଞ୍ଜଳି ସଭା

ଏଫଏମ କଲେଜ ଛାତ୍ରୀଙ୍କ ଏକାଦଶାହ: କଂଗ୍ରେସର ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଗେଟ ସମ୍ମୁଖରେ  କଂଗ୍ରେସର ଶ୍ରଦ୍ଧାଞ୍ଜଳି ସଭା । ଏଫଏମ କଲେଜ ଛାତ୍ରୀଙ୍କ ଏକାଦଶାହ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଲେ ପିସିସି ସଭାପତି ଭକ୍ତ ଦାସଙ୍କ ସହ ଅନେକ କଂଗ୍ରେସ କର୍ମୀ ଯୋଗ ଦେଲେ ।  ବଳଙ୍ଗା ପୀଡିତାଙ୍କର ମଧ୍ୟ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମହିଳାଙ୍କୁ ନ୍ୟାୟ ମିଳିବା ପଯ୍ୟନ୍ତ  ଆନ୍ଦୋଳନ ଚାଲିବ କହିଲେ ଭକ୍ତ । ଅନ୍ୟପଟେ ଏଫ ଏମ ଛାତ୍ରୀଙ୍କ ଏକାଦଶାହରେ ଯୋଗ ଦେଲେ ମନ୍ତ୍ରୀ  ଗଣେଶ ରାମ ସିଂ ଖୁଣ୍ଟିଆ । ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ଯୋଗ ଦେଇଥିଲେ ।  ସଦର ବିଧାୟକ ମାନଓ ଦତ୍ତଙ୍କ  ସମେତ ବହୁ ନେତା କର୍ମୀ ଯୋଗ ଦେଇଥିଲେ । ପଳାସିଆ ଗାଁରେ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।  ମୃତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ  ଗଛ ଚାରା ବଣ୍ଟନ କଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking