34.1 C
Bhubaneswar
Monday, May 18, 2026
Homeଓଡିଶାଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ

ଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ

କଟକ: ଭର୍ଚୁଆଲ ମୋଡରେ ଚାଲିବ ହାଇକୋର୍ଟ । ଆସନ୍ତା ୧୯ ଓ ୨୧ରେ ଭର୍ଚୁଆଲ ମୋଡରେ ହାଇକୋର୍ଟ ଚାଲିବ । ଏହା ସହ ଗ୍ରୀଷ୍ମ ଅବକାଶ କାଳୀନ କୋର୍ଟ ଭର୍ଚୁଆଲ ମୋଡରେ ହେବ । ଏହି ସମୟରେ ମାତ୍ର ୫୦ ପ୍ରତିଶତ କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ । ଭର୍ଚୁଆଲ ମୋଡ ନେଇ ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ନୋଟିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking