30.7 C
Bhubaneswar
Thursday, June 18, 2026
Homeଓଡିଶାବଜ୍ରାଘାତ ନେଲା ଜୀବନ

ବଜ୍ରାଘାତ ନେଲା ଜୀବନ

ଡେଲାଙ୍ଗ: ଦେଖିବାକୁ ମିଳିଛି ବର୍ଷାର ତାଣ୍ଡବ । ପୁରୀ ଜିଲ୍ଲା ଡେଲାଙ୍ଗରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ପୁରୀ ଜିଲ୍ଲା ଡେଲାଙ୍ଗ କଅଁଳପଡା ଗାଁରେ ବଜ୍ରପାତରେ ଯାଇଛି ଯୁବକଙ୍କ ଜୀବନ । ବିଲକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହେଲେ ଯୁବକ । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking