13.1 C
Bhubaneswar
Sunday, December 7, 2025
Homeଓଡିଶାଓଟିଇଟି ପରୀକ୍ଷା ସ୍ଥଗିତ: ବିଜେଡିର ବିକ୍ଷୋଭ

ଓଟିଇଟି ପରୀକ୍ଷା ସ୍ଥଗିତ: ବିଜେଡିର ବିକ୍ଷୋଭ

କଟକ: ଓଟିଇଟି ପରୀକ୍ଷା ସ୍ଥଗିତ ନେଇ ବିଜେଡି ପ୍ରତିବାଦ କରିଛି । ବୋର୍ଡ ଅଫିସ ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡି ଧାରଣା ଦେଇଛି । ପ୍ରଶ୍ନପତ୍ର ଲିକ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି ହେବାର ଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସ୍ପେଶାଲ ଓଟିଇଟିର ପେପର-୧ ଓ ପେପର-୨ର ପରୀକ୍ଷା କାହିଁକି ସ୍ଥଗିତ ରଖାଯାଇଛି ତାହା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଛି । ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking